ଆଇନା
ଆଇନା ବୋଧେ ସମସ୍ତ ଙ୍କର ପ୍ରିୟ ଜିନିଷଟିଏ ନିଜ ଅସ୍ତିତ୍ୱ ଓ ସୌନ୍ଦର୍ଯ୍ୟ କୁ ଚିହ୍ନିଉଥିବା ଉତ୍ତମ ବନ୍ଧୁଟିଏ ସେ ହେଉଛି ଆଗକ୍ମ ବଢିବା ପ୍ରେରଣାଟାଏ ହସ ଖୁସି କ୍ମ ଦେଖିଥିବା ସାଥିଟିଏ ନିଜକୁ ନିଜ ଭିତରେ ଖୋଜିବା ପ୍ରଶ୍ନଟିଏ ଆଉ ଉତ୍ତର ବାହାର କରି ଦେଖାଇବା ଅଭିଭାବକ ଟିଏ ସବୁବେଳେ ସକରାତ୍ମକ ପ୍ରଭାବ ବିସ୍ତାର କରୁଥିବା ଆତ୍ମିକ ଟିଏ ଅସଜଡ଼ା କୁ ସଜାଡୁଥିବ ପରିବର୍ତ୍ତନର ଶ୍ରୋତା ଟିଏ ପ୍ରତ୍ୟେକ ଲୋକଙ୍କ ଜୀବନରେ କେହି ଜଣେ ଆଇନା ଥାଏ ଯିଏ ପ୍ରତି ମୂହୁର୍ତ୍ତରେ ଉତ୍ତମ ଭାବେ ତମ ଚରିତ୍ର ସନ୍ତୁଳିତ କରିଥାଏ ✨🪷🪷🪻⚡
Ad
Poetry Books 50% Off
Bestselling collections from top poets
Shop Now →
