ସମାଜର ଅଛୁଆଁ
ଅଛୁଆଁ ଶବ୍ଦଟି ନାରୀ ଜୀବନର ଅଭିଶାପ କିନ୍ତୁ ଏହା ହେଉଛି ସମାଜର ପୁଣ୍ୟ ନିଜ ଶରୀରର ଯନ୍ତ୍ରଣା ଅକୁହା କାହାଣୀ ଓ ଅସହ୍ୟ ବେଦନା ବଖାଣିବା ହୁଏ ତ ଅଭିନୟ ନିଜକୁ ଏକ କଏଦୀ ଭଳି ବନ୍ଦୀ ରଖିବା ଏହା ହେଉଛି ସ୍ଵାଧୀନତାର ପରିଚୟ ନିଜ ଖୁସିକୁ ବାଜିରେ ଲଗାଇବା ନୀତି ନିୟମରେ ବନ୍ଧା ହେବା ସଂସ୍କାର ଓ ପରମ୍ପରା ଯେଉଁ ପୁଣ୍ୟ ପାଇଁ ଏହି ସଂସାର ପରିଚାଳିତ ତାକୁ ସମାଜ କହେ ଅଛୁଆଁ ସମାଜ ପୁଣ୍ୟର ଡୋରି ବାନ୍ଧି ଅସଭ୍ୟତା ସହ ଦେଇଛି ଯନ୍ତ୍ରଣା ଏହା ଅଛୁଆଁ କିମ୍ବା ପାପ ନୁହେଁ ଏହା ହେଉଛି ନାରୀ ଜୀବନର ପୁଣ୍ୟର ଗହଣା 🍂💮💮💮
Ad
Poetry Books 50% Off
Bestselling collections from top poets
Shop Now →
