ପ୍ରତୀକ୍ଷା
"ମୋ ସ୍ବପ୍ନ ରାଇଜରେ ଥିଲି ମୁଁ ଏକା, ସବୁକିଛି ଆଉ ଲାଗେ ଭାରି ଫିକା" || "କାହାର ଅପେକ୍ଷାରେ ଥାଏ ଏ ମନ, ଜାଣିନି ମୁଁ କେବେ ଆସିବ ସେ ଦିନ" || "ସ୍ମୃତି ସାଉଣ୍ଟିବାରେ ଯାଏ ମୁଁ ଚାଲି, ମୁହୂର୍ତ୍ତ ମଧୁର ଭାବି ଆସିବ କାଲି" || "ଜାଣିନି କାହିଁକି ଲାଗେ ମତେ ଏକା, ଆଜି ବି ଏ ମନ କରେ କାହାର ପ୍ରତୀକ୍ଷା" || "ସମୟ ସ୍ରୋତରେ ମୋ ଜୀବନ ନୌକା, ଜାଣେନି କେବେ ହେବ ତା’ ସହ ଦେଖା" || "ସ୍ମୃତି ପଟରେ କେତେ ଆଙ୍କିଛି ଛବି, ଜାଣେନି କାହାକୁ କି ରଙ୍ଗ ଦେବି" || Debasis Prusty ✍️
Ad
Poetry Books 50% Off
Bestselling collections from top poets
Shop Now →
